ଆକାଉଣ୍ଟକୁ ଆସିନି କି PM କିଷାନ ଟଙ୍କା, ଭୟଭୀତ ନ ହୋଇ ଏମିତି କରନ୍ତୁ ଯାଞ୍ଚ, ଆଉ ତା’ ପରେ… ନୂଆଦିଲ୍ଲୀ,୨ା୮: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା (ପିଏମ୍ କିଷାନ ଯୋଜନା) ଅଧୀନରେ ସରକାର ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨୦ତମ କିସ୍ତି ପଠାଇଛନ୍ତି। ଯଦି ଆପଣ ଏହି ଯୋଜନାର ହିତାଧିକାରୀ, ତେବେ ନିଶ୍ଚିତ ଭାବରେ ଆପଣଙ୍କ ଆକାଉଣ୍ଟ ଯାଞ୍ଚ କରନ୍ତୁ।...