ସ୍ବାମୀଙ୍କଠାରୁ ପାଇଲେ ଧୋକା, ChatGPT ପ୍ରେମିକଙ୍କ ସହ କଲେ ଏମିତି କାମ, ଜାଣିଲେ ହେବେ ଆଶ୍ଚର୍ଯ୍ୟ ଟୋକିଓ,୧୭ା୧୧: ଜାପାନରେ ଏକ ଅନନ୍ୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ୩୨ ବର୍ଷୀୟା ମହିଳା ChatGPTରେ ତାଙ୍କ ଭର୍ଚୁଆଲ ପ୍ରେମିକଙ୍କୁ ବିବାହ କରିଛନ୍ତି। ସେ ତାଙ୍କ ମା-ବାପାଙ୍କ ଉପସ୍ଥିତିରେ ଏକ ଆନୁଷ୍ଠାନିକ ବିବାହ କରିଛନ୍ତି। ସୋସିଆଲ ମିଡିଆରେ ଏହି ଖବର…