ଶେଷ ମୁହୂର୍ତ୍ତରେ କାହିଁକି ବାଟ ବଦଳାଇଲେ ନେତାନ୍ୟାହୁ? ଜାଣନ୍ତୁ ଏହା ପଛର ମୁଖ୍ୟ କାରଣ ଜେରୁଜେଲମ,୨୬।୯: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ମିଳିତ ଜାତିସଂଘ ସାଧାରଣ ସଭାରେ ଯୋଗଦେବା ପାଇଁ ଏହି ସପ୍ତାହରେ ନ୍ୟୁୟର୍କ ଯାତ୍ରା ବ୍ୟାପକ ଦୃଷ୍ଟି ଆକର୍ଷଣ କରିଥିଲା। ତେଲ ଅଭିଭରୁ ଜେଏଫକେ ବିମାନବନ୍ଦରକୁ ବିମାନ ଯାତ୍ରା ସାଧାରଣତଃ ୧୦.୫ ଘଣ୍ଟା ସମୟ...