ଚାମ୍ପିଅନ୍ସ ଟ୍ରଫି ୨୦୨୫ ଉଦଘାଟନୀ ଉତ୍ସବରେ ଯୋଗଦେବେ ନାହିଁ ରୋହିତ ଶର୍ମା: ପଛରେ ରହିଛି ଏମିତି କାରଣ ନୂଆଦିଲ୍ଲୀ,୩୧।୧: ଚାମ୍ପିଅନ୍ସ ଟ୍ରଫି ୨୦୨୫ ଉଦଘାଟନୀ ଉତ୍ସବର ତାରିଖ ଘୋଷଣା କରାଯାଇଛି। ଟୁର୍ନାମେଣ୍ଟର ଉଦଘାଟନୀ ଉତ୍ସବ ଲାହୋରରେ ଅନୁଷ୍ଠିତ ହେବ। ଏଥିପାଇଁ ତାରିଖ ୧୬ ଫେବୃଆରୀ ସ୍ଥିର କରାଯାଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ପାକିସ୍ତାନ...