ପାକିସ୍ତାନକୁ ବଡ଼ ଝଟ୍କା: ଭାରତ ଫାଇନାଲକୁ ଯିବା ପରେ ବଡ଼ କ୍ଷତି ସହିବ ପିସିବି ଇସଲାମାବାଦ୍,୫।୩: ଚାମ୍ପିଅନ୍ସ ଟ୍ରଫି ୨୦୨୫ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ କଥା କଟାକଟି ଚାଲିଥିଲା। ଶେଷରେ ଟିମ ଇଣ୍ଡିଆ ପାଇଁ ହାଇବ୍ରିଡ ମଡେଲ ଗ୍ରହଣ କରାଯାଇଥିଲା। ଫଳରେ ଭାରତର ମ୍ୟାଚ ଦୁବାଇରେ ଅନୁଷ୍ଠିତ ହୋଇଥିଲା।...