Tag Archives: champions trophy 2025

Rohit Sharma: ରୋହିତ ଶର୍ମାଙ୍କ ପାଇଁ ଏହି ଐତିହାସିକ ରେକର୍ଡରୁ ବଞ୍ଚିତ ହେଲେ ଅକ୍ଷର ପଟେଲ

ଦୁବାଇ,୨୦।୨: ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ, ଭାରତୀୟ ଦଳ ବାଂଲାଦେଶ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳୁଛି। ମ୍ୟାଚ୍‌ରେ ବାଂଲାଦେଶ ଅଧିନାୟକ ନାଜମୁଲ ହାସନ ସାଣ୍ଟୋ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବୋଲିଂ କରି ଭାରତୀୟ ଦଳ...

IND vs PAK: ଲାଗୁନି ପାକିସ୍ତାନ ଜିତିବ…ଭାରତ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ପରାଜୟ ସ୍ବୀକାର କଲେ ଏହି ପାକିସ୍ତାନ କ୍ରିକେଟର୍‌

କରାଚୀ,୨୦।୨: ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନକୁ ନ୍ୟୁଜିଲାଣ୍ଡ ୬୦ ରନ୍‌ର ବୃହତ ବ୍ୟବଧାନରେ ପରାସ୍ତ କରିଛି। ଏହି ପରାଜୟ ପରେ, ଭାରତ ବିପକ୍ଷରେ ଆୟୋଜକ ପାକିସ୍ତାନ ପାଇଁ ଏହା କର ବା ମର ମ୍ୟାଚ ହେବ। ମହମ୍ମଦ ରିଜୱାନଙ୍କ...

ଭାରତ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ପାକିସ୍ତାନକୁ ଶକ୍ତ ଝଟ୍‌କା

କରାଚୀ,୨୦।୨: ଚାମ୍ପିଅନ୍ସ ଟ୍ରଫିରେ ପାକିସ୍ତାନର ଆରମ୍ଭ ଭଲ ହୋଇନାହିଁ। ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ପାକିସ୍ତାନକୁ ୬୦ ରନ୍‌ରେ ବିଶାଳ ବ୍ୟବଧାନରେ ପରାସ୍ତ କରିଥିଲା। ଏବେ ପାକିସ୍ତାନକୁ ଏକ ବଡ଼ ଝଟକା ଲାଗିଛି। ପାକିସ୍ତାନର ଓପନର ଫଖର ଜମାନ ଟୁର୍ନାମେଣ୍ଟରୁ ବାହାର...

Champions Trophy: କରାଚୀ ଛାତିରେ ଉଡିଲା ତ୍ରିରଙ୍ଗା, ବିବାଦ ପରେ ମୁଣ୍ଡ ନୁଆଁଇଲା ପାକିସ୍ତାନ

ନୂଆଦିଲ୍ଲୀ,୧୯।୨: ଶେଷରେ ପାକିସ୍ତାନକୁ ପୁଣି ଥରେ ଭାରତ ସମ୍ମୁଖରେ ମୁଣ୍ଡ ନୁଆଁଇବାକୁ ପଡିଛି। ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ହେବା ପୂର୍ବରୁ, ପାକିସ୍ତାନର କରାଚୀ-ଲାହୋର ଷ୍ଟାଡିୟମର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ଯେଉଁଥିରେ ଦେଖାଯାଇଥିଲା ଯେ ଏହି ICC...

Champions Trophy 2025: ଯୁଦ୍ଧ ପୂର୍ବରୁ ପରାଜୟ ସ୍ବୀକାର କଲା ପାକିସ୍ତାନ! ଅଧିନାୟକ କହିଲେ, ଆମେ ଚାପରେ…

ଇସଲାମାବାଦ୍‌,୧୯।୨: ଆଜିଠାରୁ ଚାମ୍ପିଅନ୍ସ ଟ୍ରଫି ଟୁର୍ନାମେଣ୍ଟ ଆରମ୍ଭ ହେଉଛି। ଏହି ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ଆୟୋଜକ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ଦଳ ପରସ୍ପର ମୁହାଁମୁହିଁ ହେବେ। ଏହା ପୂର୍ବରୁ ପାକିସ୍ତାନ ଅଧିନାୟକ ମହମ୍ମଦ ରିଜୱାନ ଚାମ୍ପିଅନ୍ସ ଟ୍ରଫିରେ ତାଙ୍କ ଦଳର...

Champions Trophy 2025 Free Live Streaming: ଆଜିଠୁ ‘ମିନି ବିଶ୍ୱକପ୍‌’: ଜାଣନ୍ତୁ କେଉଁଠି ଦେଖିପାରିବେ ମ୍ୟାଚ୍‌

ଦୁବାଇ/କରାଚୀ,୧୯।୨: ଆଇସିସି ଚାମ୍ପିୟନ୍ସ ଟ୍ରଫିର ନବମ ସଂସ୍କରଣ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ କରାଚୀର ନ୍ୟାଶନାଲ ବ୍ୟାଙ୍କ କ୍ରିକେଟ ଆରେନାରେ ଅନୁଷ୍ଠିତ ହେବ। ଭାରତ ଏହାର ପ୍ରଥମ ମ୍ୟାଚ ୨୦ ତାରିଖରେ...

Champions Trophy 2025: ଦୁନିଆକୁ ବୁଝାଇବା ପାଇଁ ୨୯ ବର୍ଷ ଲାଗିଗଲା…କାହିଁକି ଏମିତି କହିଲେ ପାକିସ୍ତାନୀ ଖେଳାଳି

ଇସଲାମାବାଦ୍‌,୧୮।୨: ପାକିସ୍ତାନ ପ୍ରାୟ ୩୦ ବର୍ଷ ପରେ ICC ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଆସୁଛି। ପୂର୍ବରୁ, ପାକିସ୍ତାନ ୧୯୯୬ରେ ବିଶ୍ୱକପ ଆୟୋଜନ କରିଥିଲା। ପାକିସ୍ତାନ ବ୍ୟତୀତ, ସେହି ବିଶ୍ୱକପର ଆୟୋଜକ ଭାରତ ଏବଂ ଶ୍ରୀଲଙ୍କା ଥିଲେ। ଏବେ ପୂର୍ବତନ ପାକିସ୍ତାନୀ ଖେଳାଳି...

ଚାମ୍ପିଅନ୍ସ ଟ୍ରଫିରେ କେବେ ହୋଇନାହିଁ ଏହି ଚମତ୍କାର: ପ୍ରଥମଥର ଲେଖାଯାଇପାରେ ଇତିହାସ

ନୂଆଦିଲ୍ଲୀ,୧୮।୨: ପ୍ରାୟ ଆଠ ବର୍ଷର ଅପେକ୍ଷାର ଅନ୍ତ ହେବାକୁ ଯାଉଛି। ୨୦୧୭ ବର୍ଷ ପରେ, ICC ଦ୍ୱାରା ପୁଣି ଥରେ ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରାଯାଉଛି। ଏହି ଆଠ ବର୍ଷ ମଧ୍ୟରେ କ୍ରିକେଟ ଖେଳିବାର ଶୈଳୀ ବହୁତ ବଦଳି ଯାଇଛି।...

ଭାରତୀୟ ଦଳ ପାଇଁ ଖୁସିଖବର: ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ବିସିସିଆଇ କଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୧୮।୨: ଭାରତୀୟ ଦଳ ଫେବୃଆରୀ ୨୦ରୁ ଚାମ୍ପିଅନ୍ସ ଟ୍ରଫିରେ ତା’ର ଅଭିଯାନ ଆରମ୍ଭ କରିବ। ଭାରତୀୟ ଦଳ ବାଂଲାଦେଶର ଚ୍ୟାଲେଞ୍ଜର ସମ୍ମୁଖୀନ ହେବ। ଭାରତ ବନାମ ବାଂଲାଦେଶ ମ୍ୟାଚ ପୂର୍ବରୁ ଭାରତୀୟ ଖେଳାଳିମାନଙ୍କ ପାଇଁ ଖୁସି ଖବର ଆସିଛି। ନିକଟରେ...

Rishabh Pant Injury: ବାଂଲାଦେଶ ବିପକ୍ଷରେ ଖେଳିବେ କି ନାହିଁ ରିଷଭ ? ଆଘାତ ସମ୍ପର୍କରେ ଦୁବାଇରୁ ଆସିଲା ବଡ଼ ଅପଡେଟ୍

ଦୁବାଇ,୧୭।୨: ଟିମ୍ ଇଣ୍ଡିଆର ୱିକେଟକିପର-ବ୍ୟାଟସମ୍ୟାନ୍ ରିଷଭ ପନ୍ତ ଚାମ୍ପିଅନ୍ସ ଟ୍ରଫି ୨୦୨୫ ପୂର୍ବରୁ ଆହତ ହୋଇଛନ୍ତି। ଟିମ୍ ଇଣ୍ଡିଆର ଅଭ୍ୟାସ ସମୟରେ ପନ୍ତଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା। କିନ୍ତୁ ଏବେ ଦୁବାଇରୁ ଏକ ଭଲ ଖବର ଆସିଛି। ଏକ ରିପୋର୍ଟ...

Champions Trophy 2025: ଦୁବାଇ ଅଭିମୁଖେ ଟିମ୍‌ ଇଣ୍ଡିଆ, ସାଥିରେ ଗଲେନି ପରିବାର

ମୁମ୍ବାଇ,୧୫।୨: ଭାରତୀୟ କ୍ରିକେଟ ଦଳ ଶନିବାର ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଦୁବାଇ ଗସ୍ତ କରିଛି। ଟିମ ଇଣ୍ଡିଆର ମୁଖ୍ୟ କୋଚ ଗୌତମ ଗମ୍ଭୀର ଏବଂ ଅଧିନାୟକ ରୋହିତ ଶର୍ମାଙ୍କ ସମେତ କିଛି ଖେଳାଳି ମୁମ୍ବାଇରୁ ଯାଇଛନ୍ତି। ଟିମ ଇଣ୍ଡିଆ...

Watch: ପାକିସ୍ତାନରେ ଲାଗିଲା ‘କୋହଲି ଜିନ୍ଦାବାଦ’ ସ୍ଲୋଗାନ: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୫।୨: ୨୦୨୫ ଚାମ୍ପିଅନ୍ସ ଟ୍ରଫି ପାକିସ୍ତାନ ଆୟୋଜକତାରେ ଖେଳାଯିବ। କେବଳ ଟିମ ଇଣ୍ଡିଆ ଦୁବାଇରେ ଏହାର ମ୍ୟାଚ ଖେଳିବ। ଭାରତୀୟ ଦଳ ଟୁର୍ନାମେଣ୍ଟ ପାଇଁ ପାକିସ୍ତାନ ଗସ୍ତ କରିବାକୁ ମନା କରିଦେଇଥିଲା। ଅନେକ ପାକିସ୍ତାନୀ ପ୍ରଶଂସକ ସେଠାରେ ବିରାଟ କୋହଲିଙ୍କୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri