ଟିମ ଇଣ୍ଡିଆର ଏହି ସଦସ୍ୟଙ୍କ ଉପରେ ଖସିଲା ଦୁଃଖର ପାହାଡ଼: ଚାମ୍ପିଅନ୍ସ ଟ୍ରଫି ଅଧାରୁ ଛାଡି ପଳାଇଲେ ଦୁବାଇ,୩।୩: ଚାମ୍ପିଅନ୍ସ ଟ୍ରଫି ୨୦୨୫ ଚାଲିଛି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ସେମିଫାଇନାଲରେ ନିଜର ସ୍ଥାନ ନିଶ୍ଚିତ କରିଛି। ଭାରତର ସେମିଫାଇନାଲ ମ୍ୟାଚ ମାର୍ଚ୍ଚ ୪ ରେ ହେବ। ଟିମ ଇଣ୍ଡିଆର ଜଣେ ସଦସ୍ୟଙ୍କ ଉପରେ ଦୁଃଖର ପାହାଡ଼...