ଚାଇନାରେ ଜନସଂଖ୍ୟା ସଙ୍କଟ: ସରକାର ଚାହୁଁଛନ୍ତି ଅଧିକ ସନ୍ତାନ, କିନ୍ତୁ ଲୋକେ ଅକ୍ଷମ ନୂଆଦିଲ୍ଲୀ,୪।୮: ଚାଇନା ଆଜି ଅର୍ଥନୈତିକ ଓ ଜନସଂଖ୍ୟା ସଙ୍କଟରେ ଜର୍ଜରିତ। ୨୦୨୫ ଜାନୁଆରୀ ତଥ୍ୟ ଅନୁଯାୟୀ, ଚାଇନାର ଜନସଂଖ୍ୟା ତୃତୀୟ ବର୍ଷ ପାଇଁ କମିଛି, ମୋଟ ୧୩.୯ ଲକ୍ଷ ଜନସଂଖ୍ୟା ହ୍ରାସ ପାଇଛି। ବିବାହ ସଂଖ୍ୟା କମିବା ଓ ଅବସର ବୟସ…