ଓଡ଼ିଶା ପାଇଁ ବଡ଼ ସଫଳତା: ୧୧,୧୬୯ କୋଟି ଟଙ୍କାର ରେଳ ପ୍ରକଳ୍ପକୁ ମଞ୍ଜୁରୀ ଦେଲେ କେନ୍ଦ୍ର ସରକାର ନୂଆଦିଲ୍ଲୀ,୩୧।୭: ଓଡ଼ିଶା ପାଇଁ ଏକ ବଡ଼ ଭିତ୍ତିଭୂମି ଉନ୍ନୟନ ପଦକ୍ଷେପରେ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳ ଦାଙ୍ଗୋଆପୋସି-ଜାରୋଲି ତୃତୀୟ ଓ ଚତୁର୍ଥ ରେଳମାର୍ଗ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛି। ଏହା ଛଅଟି ରାଜ୍ୟରେ ଚାରୋଟି ପ୍ରମୁଖ ମଲ୍ଟି-ଟ୍ରାକିଂ ପ୍ରକଳ୍ପର ଅଂଶ। ଏହି ପ୍ରକଳ୍ପ ଓଡ଼ିଶା...