ସରକାରୀ ଅଫିସରେ କେଉଁ ଫଟୋ ଲଗାଇବା ଜରୁରୀ; କ’ଣ ଅଛି ନିୟମ ଜାଣନ୍ତୁ ନୂଆଦିଲ୍ଲୀ,୨୬।୩: ଦିଲ୍ଲୀରେ ଭାଜପା ସରକାର ଗଠନ ହେବା ପରେ ପୁଣି ଥରେ ଆରୋପ ଏବଂ ପ୍ରତ୍ୟାରୋପର ଧାରା ଆରମ୍ଭ ହୋଇଛି। ଭାଜପା ଦିଲ୍ଲୀ ବିଧାନସଭାର ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ବାବା ସାହେବ ଭୀମରାଓ ଆମ୍ବେଡକର ଏବଂ ଭଗତ ସିଂହଙ୍କ ଫଟୋର ସ୍ଥାନ...