ଆଉ ଏକ ସେଲିବ୍ରିଟି ବିଚ୍ଛେଦ, ମାତ୍ର ୨ ବର୍ଷରେ ଅଲଗା ହେଲେ ଆକ୍ଟ୍ରେସ-ସିଇଓ ମୁମ୍ବାଇ,୧୬।୧: ପଞ୍ଜାବୀ ଚଳଚ୍ଚିତ୍ର ଅଭିନେତ୍ରୀ ମାଣ୍ଡି ଠକ୍କର ତାଙ୍କ ସ୍ବାମୀ ଶେଖର କୌଶଳଙ୍କୁ ଛାଡପତ୍ର ଦେଇଛନ୍ତି। ଶୁକ୍ରବାର, କୋର୍ଟ ପାରସ୍ପରିକ ସହମତିରେ ଦାଖଲ ହୋଇଥିବା ପ୍ରଥମ ଆବେଦନକୁ ମଞ୍ଜୁର କରି ଛାଡପତ୍ରକୁ ମଞ୍ଜୁର କରିଛନ୍ତି। ମାଣ୍ଡିଙ୍କ ପ୍ରତିନିଧିତ୍ୱ କରୁଥିବା ସେଲିବ୍ରିଟି...