ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କଲେ ସିଡିଓ, ବିଡିଓ, ଏମ୍ଜିଏନ୍ଆର୍ଇିଜିଏସ୍ ଶ୍ରମିକ ନିୟୋଜିତ ନେଇ କହିଲେ… ଦାରିଙ୍ଗବାଡ଼ି,୩ା୮(ଅରୁଣ ସାହୁ): କନ୍ଧମାଳ ଜିଲା ସିଡିଓ (ମୁଖ୍ୟ ଉନ୍ନୟନ ଅଧିକାରୀ)ଶମ୍ଭୁନାଥ ନନ୍ଦୀ ଶନିବାର ଦାରିଙ୍ଗବାଡ଼ିର ସର୍ବ ବୃହତ ପଞ୍ଚାୟତ ପର୍ତ୍ତମାହାର ଦୁର୍ଗମ ବିଭିନ୍ନ ଗ୍ରାମ ପରିଦର୍ଶନ କରିଛନ୍ତି। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ କାର୍ଯ୍ୟ ସମେତ…