CBSE ପରୀକ୍ଷା ଫଳ ନେଇ ପୁଣି ଧାରଣାରେ ବସିଲେ ଛାତ୍ରୀଛାତ୍ର ପଦ୍ମପୁର,୫ା୬(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡର ୬ଟି ବିଦ୍ୟାଳୟର ୮୮୫ ଛାତ୍ରୀଛାତ୍ର CBSE ପରୀକ୍ଷା ଫଳ ପାଇଁ ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ବଲପୁରସ୍ଥିତ ବାସଭବନକୁ ସାକ୍ଷାତ ପାଇଁ ଯାଇଥିବା ଛାତ୍ରୀଛାତ୍ର ଓ ଅଭିଭାବକମାନଙ୍କୁ ଶିକ୍ଷାମନ୍ତ୍ରୀ ଦୀର୍ଘ ୧୦…