CBSE ଦଶମ-ଦ୍ୱାଦଶ ପରୀକ୍ଷା ଆରମ୍ଭ ନୂଆଦିଲ୍ଲୀ,୧୫।୧: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି। ପରୀକ୍ଷା ସକାଳ ୧୦:୩୦ ରୁ ଆରମ୍ଭ ହୋଇଛି। ଏହା ଅପରାହ୍ନ ୧:୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। କିଛି ବିଷୟ ପାଇଁ ପରୀକ୍ଷା...