CBSE ବୋର୍ଡ ପରୀକ୍ଷାରେ ଫେଲ୍ ହୋଇଗଲେ ବୈଭବ ସୂର୍ଯ୍ୟବଂଶୀ ! ନୂଆଦିଲ୍ଲୀ,୧୫।୫: ସାରା ଦେଶରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷାର ଫଳାଫଳ ଘୋଷଣା କରାଯାଉଛି। CBSE ଏବଂ ରାଜ୍ୟ ବୋର୍ଡ ପରୀକ୍ଷାରେ ଫଳାଫଳ ସାମ୍ନାକୁ ଆସୁଥିବା ବେଳେ ସୋସିଆଲ ମିଡିଆରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଭିନ୍ନ ଖବର ସାମ୍ନାକୁ ଆସିଛି।...