କାଲି CBSE ଦଶମ-ଦ୍ବାଦଶ ପରୀକ୍ଷା, ସକାଳ ୧୦ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ CBSEର ନିର୍ଦ୍ଦେଶ
ଭୁବନେଶ୍ବର,୧୬ା୨: ମଙ୍ଗଳବାର ଠାରୁ ଆରମ୍ଭ ହେବାକୁ ଯାଉଛି CBSE ଦଶମ, ଦ୍ବାଦଶ ପରୀକ୍ଷା । ୪୬ ଲକ୍ଷରୁ ଊର୍ଦ୍ଧ୍ବ ପରୀକ୍ଷାର୍ଥୀ ଏଥର ଦେବେ ଦଶମ ଓ ଦ୍ବାଦଶ ପରୀକ୍ଷା । ତେବେ ଏହା ପୂର୍ବରୁ ନିୟମକୁ କଡ଼ାକଡ଼ି କଲା ସିବିଏସସି ।…
ବଦଳିଲା CBSE ବୋର୍ଡ ପରୀକ୍ଷା ତାରିଖ, ଜାଣନ୍ତୁ କେବେ ହେବ…
ନୂଆଦିଲ୍ଲୀ,୧।୧: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ୨୦୨୬ ପାଇଁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ସଂଶୋଧିତ ସମୟସାରଣୀ ପ୍ରକାଶ କରିଛି। ପ୍ରଶାସନିକ କାରଣରୁ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିବା ନେଇ କୁହାଯାଇଛି । ପୂର୍ବରୁ ୩ ମାର୍ଚ୍ଚରେ…
ଫେବୃଆରୀ ୧୫ରୁ CBSE ଦଶମ-ଦ୍ୱାଦଶ ପରୀକ୍ଷା
ନୂଆଦିଲ୍ଲୀ,୨୦ା୧୧: ଆସନ୍ତା ଫେବ୍ରୁଆରୀ ୧୫ରୁ CBSEର ଦଶମ ଓ ଦ୍ବାଦଶ ପରୀକ୍ଷା ଅନୁଷ୍ଠିତ ହେବ ବୋଲି କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଦଶମ ପରୀକ୍ଷା ଫେବୃଆରୀ ୧୫ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୮ରେ ସରିବାକୁ ଥିବାବେଳେ ସେହି ଫେବୃଆରୀ ୧୫ରୁ ଦ୍ୱାଦଶ ପରୀକ୍ଷା…
CBSE Board Exam: ସୋମବାରଠାରୁ ଦଶମ-ଦ୍ୱାଦଶ ମୁଖ୍ୟ ପରୀକ୍ଷା, ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ ଜାରି
ନୂଆଦିଲ୍ଲୀ,୧୮।୨: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଚାଲିଛି। ସୋମବାର ଠାରୁ ମୁଖ୍ୟ ପରୀକ୍ଷା ଆରମ୍ଭ ହେବ। ଏଭଳି ପରିସ୍ଥିତିରେ ଛାତ୍ରମାନେ ସେମାନଙ୍କର ସମସ୍ତ ପ୍ରସ୍ତୁତି କରିଛନ୍ତି। ଏହି ପରୀକ୍ଷା ସକାଳ ୧୦.୩୦ରେ ଆରମ୍ଭ…
CBSE ନାଁରେ ମାଳ ମାଳ ଫେକ୍ ଆକାଉଣ୍ଟ, ତାଲିକା ଜାରି କରି ସତର୍କ କଲା ବୋର୍ଡ
ନୂଆଦିଲ୍ଲୀ,୧୪।୨: ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍ଇ) ନାମରେ ମାଳମାଳ ଫେକ୍ ଆକାଉଣ୍ଟ। ଫଳରେ ସାଧାରଣ ଲୋକେ ବିଭ୍ରାନ୍ତ ହେଉଛନ୍ତି। ଏନେଇ ଜଣାପଡ଼ିବା ପରେ ସିବିଏସ୍ଇ ପକ୍ଷରୁ ‘ଏକ୍ସ’ରେ ନକଲି ଆକାଉଣ୍ଟଗୁଡ଼ିକର ଏକ ତାଲିକା ପ୍ରକାଶ ପାଇଛି। ସେସବୁ ଆକାଉଣ୍ଟଗୁଡ଼ିକ ସିବିଏସ୍ଇ…
CBSE Board Exam: ବର୍ଷରେ ୨ ଥର ହେବ ସିବିଏସଇ ବୋର୍ଡ ପରୀକ୍ଷା, କ’ଣ ରହିଛି ନିୟମ ଜାଣନ୍ତୁ…
ନୂଆଦିଲ୍ଲୀ,୨୦।୧ : ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ସିବିଏସଇ ବୋର୍ଡ ପରୀକ୍ଷା ବର୍ତ୍ତମାନ ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ବୋର୍ଡ ଏଥିପାଇଁ ନୂଆ ନିୟମ ଆଣିଛି। ୨୦୨୪-୨୫ ବର୍ଷର ଛାତ୍ରୀଛାତ୍ରମାନଙ୍କୁ ବର୍ଷକୁ ଦୁଇଥର ବୋର୍ଡ ପରୀକ୍ଷା ପାଇଁ ହାଜର ହେବାକୁ ପଡିବ…
Archives


