ସରକାରୀ ପାଣ୍ଠି ଆତ୍ମସାତ କରି ବନ୍ଧା ହେଲେ ଫରେଷ୍ଟର, ଗାଁ ସାଥି କୋରାପୁଟ, ୨୫।୧୧: ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଗିରଫ ହେଲେ ଫରେଷ୍ଟର, ଗାଁ ସାଥି। ଚରଣ ଜମିରୁ ଚାଷ ଜମିକୁ ଗୃହପାଳିତ ପଶୁ ବା ବାହ୍ୟ ଜୀବଙ୍କ ପ୍ରବେଶ ରୋକିବାକୁ ସରକାରଙ୍କ ପକ୍ଷରୁ କରାଯାଉଥିବା ତାରବାଡ଼ ଏବଂ ଖାତ ନିର୍ମାଣରେ ୧୦…