ହଠାତ୍ ବଢ଼ିଲା ମହାନଦୀର ଜଳସ୍ତର, ଚରିବାକୁ ଯାଇ ଫସିଗଲେ ଊର୍ଦ୍ଧ୍ୱ ଗୋରୁ, ଉଦ୍ଧାର ପାଇଁ ଚାଲିଛି…
ବାଙ୍କୀ,୭ା୯(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଉପଖଣ୍ଡ ମହାନଦୀରେ ଅଚାନକ ଜଳସ୍ତର ବୃଦ୍ଧି ଯୋଗୁ ଖାଦ୍ୟ ଅନ୍ବେଷଣରେ ମହାନଦୀର ବାଲି ପଠାକୁ ଯାଇ ଫସି ରହିଛନ୍ତି ଗୋରୁପଲ। ଏ ଚିତ୍ର ବାଙ୍କୀ କୁଶୁପଙ୍ଗୀର ମହାନଦୀ ବାଲିପଠାର। ମହାନଦୀର ଜଳସ୍ତର ବୃଦ୍ଧି ଯୋଗୁ ଗୋରୁପଲ...
ଗୋରୁ ଗାଡ଼ି ଜାଳିଦେଲେ ଗୋ’ ରକ୍ଷକ
ଭଦ୍ରକ,୨୧ା୮(ସନାତନ ରାଉତ): ଭଦ୍ରକ ୧୬ ନଂ ଜାତୀୟ ରାଜପଥର ନଳାଙ୍ଗ ପେଟ୍ରୋଲ ପମ୍ପ ନିକଟରେ ଗୁରୁବାର ଭୋର୍ ସମୟରେ ଏକ ଗୋରୁ ଗାଡ଼ିକୁ ଜାଳି ଦେଇଛନ୍ତି ଗୋ’ ରକ୍ଷକ l ୧୨ଟି ଗୋରୁ ଉଦ୍ଧାର କରିଛି ଗ୍ରାମାଞ୍ଚଳ ପୋଲିସ ସୂଚନା...
ସନ୍ଧ୍ୟା ହେଲେ ରାଜପଥରେ ଗୋରୁପଲ, ବଢୁଛି ଦୁର୍ଘଟଣା
ଦାରିଙ୍ଗବାଡ଼ି,୧୫ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ୫୯ ନଂ ଜାତୀୟ ରାଜପଥ ଉପରେ ଗୋରୁପଲଙ୍କ ଉପଦ୍ରବ ବୃଦ୍ଧି ପାଇଛି। ପ୍ରକାଶ ଯେ, ରାଇପୁରଠାରୁ ଗୋପାଳପୁରକୁ ସଂଯୋଗ କରୁଥିବା ଏହି ରାଜପଥରେ ଏବେ ଗାଡ଼ିସଂଖ୍ୟା ବୃଦ୍ଧିପାଇଛି। ବ୍ରହ୍ମପୁରଠାରୁ ଭବାନୀପାଟଣା,...
ବେଆଇନ ଗୋରୁ ଚାଲାଣ ବେଳେ ଧରିଲା ପୋଲିସ
ବୈଶିଙ୍ଗା,୪ା୬(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ କଳମା ପଞ୍ଚାୟତର ଗୋବିନ୍ଦରାୟପୁର ଓ ତାଳପଦା ଗ୍ରାମରେ ବୁଧବାର ଭୋର୍ ଚାରିଟା ସମୟରେ ଚଢ଼ାଉ କରାଯାଇ ପଶ୍ଚିମବଙ୍ଗ ଚାଲାଣ ପାଇଁ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରଖାଯାଇଥିବା ୩୦୩ଟି ଗୋରୁଙ୍କୁ ଉଦ୍ଧାର...
ଗୋରୁ ଚାଲାଣ ବେଳେ ଧରିଲା ବଜରଙ୍ଗ ଦଳ, ଡ୍ରାଇଭର-ହେଲପରଙ୍କୁ ଥାନାରେ ଦେଲେ ଜିମା
ମୋହନା,୮ା୫(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ସଦର ମହକୁମାର ସ୍ଥାନୀୟ ହାଇସ୍କୁଲ ନିକଟରୁ ବୁଧବାର ରାତରେ ଏକ ପିକ୍ଅପ୍ ( ଓଡି ୦୭ ଏ ଜି ୧୮୮୩ ) ରେ ଅମାନୁଷିକ ଭାବେ ବେଆଇନ ଭାବେ ଚୋରା ଚାଲାଣ ହେଉଥିବା...
ଗୋ’ସେବକଙ୍କୁ ଆକ୍ରମଣ କଲେ ଗୋଚାଲାଣକାରୀ
ଅନୁଗୋଳ,୨୨ା୩(ମାନସ ବିଶ୍ୱାସ): ଅନୁଗୋଳ ଜିଲାର ଛେଣ୍ଡିପଦା ଥାନା ଗୋଳାଗଡିଆ ଗ୍ରାମ୍ୟ ଜଙ୍ଗଲ ମଧ୍ୟରେ ଗୋଚାଲାଣକାରୀଙ୍କ ଦ୍ବାରା ୧୭୦୦ରୁ ଊର୍ଦ୍ଧ୍ୱ ଗୋରୁ ବେଆଇନ ଚାଲାଣ କରାଯାଉଥିଲା। ଏହାର ଖବର ପାଇ କିଛି ଗୋସେବକ ସେମାନଙ୍କୁ ବିରୋଧ କରିଥିଲେ। ଫଳରେ ଗୋଚାଲଣକାରୀମାନେ ସେମାନଙ୍କୁ...
Archives


