Xiaomi କାରରେ ହଠାତ ଲାଗିଲା ନିଆଁ, ଡୋର ଲକ ହେବାରୁ ଜୀବନ୍ତ ଜଳିଗଲେ ଡ୍ରାଇଭର, ଦେଖନ୍ତୁ ଭିଡିଓ ବେଜିଂ,୧୪।୧୦: ଚାଇନାରେ ଏକ କାର ଦୁର୍ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ରାସ୍ତା ମଝିରେ ହଠାତ ଏକ କାର ନିଆଁରେ ଜଳିଯାଇଛି। କାରଟି ହେଉଛି ଚାଇନା ଶାଓମି କାର୍। ଏଥିରେ ନିଅଁ ଲାଗିବା ପରେ ହଠାତ ଡୋର୍ ଲକ୍ ହୋଇଯାଇଥିଲା, ଯାହା...