ଜାଣନ୍ତି କି…ଜାତି ଜନଗଣନା ଦ୍ୱାରା କ’ଣ କ’ଣ ବଦଳିଯିବ? କାହିଁକି ଆବଶ୍ୟକ?ବିରୋଧରେ କରାଯାଏ… ନୂଆଦିଲ୍ଲୀ,୫।୬: ଦେଶରେ ପରବର୍ତ୍ତୀ ଜନଗଣନା ୨୦୨୭ ମାର୍ଚ୍ଚ ୧ରୁ ଆରମ୍ଭ ହେବ। ଏଥିରେ ଲୋକଙ୍କ ଜାତି ଓ ସାମାଜିକ-ଆର୍ଥିକ ବିବରଣୀକୁ ମଧ୍ୟ ସାମିଲ କରାଯିବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ତେବେ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖ, ଜମ୍ମୁ-କଶ୍ମୀର ଏବଂ ହିମାଚଳ ପ୍ରଦେଶ…