ଜିଲାପାଳଙ୍କ ଆଦେଶର ଖୋଲାଖୋଲି ଅବମାନନା: ସଦରମହକୁମା ବାହାରେ ଥିଲେ ବିଡିଓ, ଦୁର୍ଘଟଣା ପରେ ସାମ୍ନାକୁ ଆସିଲା… କଟକ ସଦର,୨୬ା୭(ସୁଶାନ୍ତ କୁମାର ଜେନା): ଲଘୁଚାପ ଓ ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଜିଲାର ସମସ୍ତ ଅଫିସ ଖୋଲା ରହିବ ବୋଲି କଟକ ଜିଲାପାଳ ଦତ୍ତାତ୍ରେୟ ଭାଉ ସାହେବ ଶିନ୍ଦେ ନିର୍ଦ୍ଦେଶନାମା ଜାରି କରିଥିଲେ। କଟକ ଜିଲା ସଦରମହକୁମାରେ ଅବସ୍ଥିତ...