ଗଛରେ ପିଟିହେଲା କାର୍: ସିଟ୍ରେ ଲାଗିଛି ରକ୍ତ, ଭିତରେ ନାହାନ୍ତି କେହି, ପୋଲିସର ତନାଘନା ଦାରିଙ୍ଗବାଡ଼ି,୨୮ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁର ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟରେ ଏକ କାର୍ ଗଛରେ ପିଟି ହୋଇଛି। ତେବେ ଉକ୍ତ କାର୍ରେ କିଏ ଥିଲା ଏବଂ କେଉଁଠିକୁ ଯାଉଥିଲା ତାହା ବର୍ତ୍ତମାନ ସୁଦ୍ଧା…