କେନାଲକୁ ଖସିଲା ତୀର୍ଥଯାତ୍ରୀ ଗାଡ଼ି, ଚାଲିଗଲା ୧୧ ଜୀବନ ଲକ୍ଷ୍ନୌ,୩ା୮: ଉତ୍ତରପ୍ରଦେଶ ଗୋଣ୍ଡାର ଇଟିଆ ଥୋକ୍ ଥାନା ଅନ୍ତର୍ଗତ ଏକ କେନାଲରେ ରବିବାର ତୀର୍ଥଯାତ୍ରୀ ଗାଡ଼ି ଖସି ପଡ଼ିବାରୁ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ଉକ୍ତ ଗାଡ଼ିରେ ୧୫ ଜଣ ଯାତ୍ରୀ ଥିଲେ ଏବଂ ସେମାନେ ପୃଥ୍ବୀନାଥ ମନ୍ଦିର ଦର୍ଶନ...