କାର ଭିତରେ କ’ଣ କଥା ହୋଇଥିଲେ ମୋଦି-ପୁଟିନ, ଏବେ ଉଠିଲା ପରଦା ବେଜିଂ,୪।୯: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବେ ଏକ ସିକ୍ରେଟ ପ୍ରକାଶ କରିଛନ୍ତି। ସେ ଚାଇନାର ତିଆନଜିନରେ ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କ’ଣ କହିଥିଲେ ସେ ବିଷୟରେ ଉଲ୍ଲେଖ କରିଛନ୍ତି।...