ମହିଳାଙ୍କ ସହ ଅସଭ୍ୟ ବ୍ୟବହାର କଲେ ରାପିଡୋ କ୍ୟାପଟେନ! ଇନଷ୍ଟା ପୋଷ୍ଟରେ ପ୍ରତିକ୍ରିୟା ରଖିଲା କମ୍ପାନୀ ବେଙ୍ଗାଲୁରୁ,୮।୧୧: ବେଙ୍ଗାଲୁରୁର ଜଣେ ମହିଳା ଯାତ୍ରୀ ରାପିଡୋ ବାଇକ ଟ୍ୟାକ୍ସି ଡ୍ରାଇଭରଙ୍କ ଉପରେ ତାଙ୍କ ସହ ଅସଭ୍ୟ ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଯାତ୍ରା ସମୟରେ ଆରୋହୀ ତାଙ୍କ ଗୋଡ଼ ଧରିବାକୁ ଚେଷ୍ଟା କରିଥିଲେ।...