କିଏ କିଣିଲା ସର ଡନ୍ ବ୍ରାଡମ୍ୟାନଙ୍କ କ୍ୟାପ? ଏତେ କୋଟି ଟଙ୍କା ହେଲା ଖର୍ଚ୍ଚ କାନବେରା,୨୯।୮: କ୍ରିକେଟ ଜଗତର ସର୍ବଶ୍ରେଷ୍ଠ କିମ୍ବଦନ୍ତୀମାନଙ୍କ ମଧ୍ୟରୁ ଜଣେ ଡନ ବ୍ରାଡମ୍ୟାନ ତାଙ୍କ ସମୟର ସର୍ବୋତ୍ତମ କ୍ରିକେଟର ଥିଲେ। ତାଙ୍କର ମୃତ୍ୟୁକୁ ଅନେକ ବର୍ଷ ବିତିଯାଇଥିବ, କିନ୍ତୁ ତାଙ୍କ ରେକର୍ଡ ଏବଂ ଖେଳିବା ଶୈଳୀ ଏବେ ବି କ୍ରିକେଟ କରିଡରରେ...