‘ସି-ସେକ୍ସନ୍’ ପ୍ରସବ ଅସ୍ୱାଭାବିକ ନୁହେଁ, ମୋର ଦୁଇଥର ହୋଇଛି: କରିନା କପୁର ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କରିନା କପୁର ଖାନ୍ ତାଙ୍କର ଦୁଇ ପୁଅ ତୈମୁର ଓ ଜେହାଙ୍ଗିରଙ୍କୁ ‘ସି-ସେକ୍ସନ୍’ (ଶଲ୍ୟ ଚିକିତ୍ସା ଦ୍ୱାରା ପ୍ରସବ) ମାଧ୍ୟମରେ ଜନ୍ମ ଦେବା ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି। ସେ ଜୋର ଦେଇ କହିଛନ୍ତି ଯେ,...