HDFC ବ୍ୟାଙ୍କ ସିଇଓଙ୍କୁ ସସ୍ପେଣ୍ଡ କରିବାକୁ ଦାବି, ୨୫ କୋଟି ଟଙ୍କା ହଡ଼ପ ଅଭିଯୋଗ ନୂଆଦିଲ୍ଲୀ,୮।୬: ଲୀଳାବତୀ ହସ୍ପିଟାଲ ଟ୍ରଷ୍ଟ ଆର୍ଥିକ ଠକେଇ ପାଇଁ HDFC ବ୍ୟାଙ୍କର ସିଇଓ ଶଶିଧର ଜଗଦୀଶନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ତାଙ୍କ ବିରୋଧରେ ଜଣେ ଟ୍ରଷ୍ଟ ସଦସ୍ୟଙ୍କ ବାପାଙ୍କୁ ହଇରାଣ କରିବା ପାଇଁ ପ୍ରଚୁର ପରିମାଣର ଟଙ୍କା ନେଇଥିବା...