ରାସ୍ତାକୁ ମାଡ଼ି ଆସିଲାଣି ଲଟାବୁଦା, ପ୍ରଶାସନ ନିଷ୍କ୍ରିୟ ଗଞ୍ଜାମ,୨୩ା୧୦(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍ଏସି ଅନ୍ତର୍ଗତ ତ୍ରିବେଣୀ ମଠ ଛକଠାରୁ ପୁଇଁତୋଳା ଗ୍ରାମକୁ ସଂଯୋଗ ରାସ୍ତା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଦେଖିବାକୁ ମିଳିଛି। ରାସ୍ତାର ଉଭୟ ରାସ୍ତା ପାର୍ଶ୍ୱ ଉପରକୁ ଲଟାବୁଦା ମାଡ଼ି ରାସ୍ତା ଏକ ପ୍ରକାର ସଂକୁଚିତ ହୋଇପଡ଼ିଲାଣି। ଏଥିସହ...