ରାସ୍ତା ମଝିରେ ଭୋଜପୁରୀ ଗୀତରେ ଶାଢ଼ି ପିନ୍ଧି ଏମିତି ଡ୍ୟାନ୍ସ କଲେ ମହିଳା, ଅଟକିଗଲା ବସ୍, ଭିଡିଓ ଦେଖିଲେ… ସୋସିଆଲ ମିଡିଆରେ ଭାଇରାଲ ହେବା ପାଇଁ ଲୋକମାନେ ଅନେକ କିଛି କରନ୍ତି। କିଛି ଲୋକ ରାସ୍ତାରେ ବିପଦପୂର୍ଣ୍ଣ ଷ୍ଟଣ୍ଟ୍ କରନ୍ତି ତ ଆଉ କିଏ ଡ୍ୟାନ୍ସ କରନ୍ତି। କିଛି ଲୋକ ରାସ୍ତା ମଝିରେ ଗୀତ ବି ଗାଇଥାନ୍ତି। ଯଦିଓ ସମସ୍ତେ...