bus hit roller

ରୋଲରକୁ ପିଟିଲା ବସ୍‌, ୧୫ ଯାତ୍ରୀ ଆହତ

ଭଦ୍ରକ,୨୨ା୧୧: ବାଇକ୍‌କୁ ଓଭର ଟେକ୍ ବେଳେ ରୋଲରକୁ ପିଟିଲା ବସ୍‌। ଭଦ୍ରକ ଜିଲା ଗ୍ରାମାଞ୍ଚଳ ଥାନା ବରପଦା ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଛି। କୌଣସି…

1 year ago