Video: ଆତଙ୍କ ସୃଷ୍ଟି କଲା ଜଳନ୍ତା କାର୍: ଜୀବନ ଭୟରେ ଦୌଡିଲେ ଲୋକେ ରାଜସ୍ଥାନ,୧୩।୧୦: ଶନିବାର ଦିନ ଜୟପୁରର ଆଜମେର ଅଞ୍ଚଳରେ ଏକ ଡ୍ରାଇଭରହୀନ କାରରେ ନିଆଁକୁ ଲାଗି ଯାଇଥିଲା। କିଛି ସମୟ ପରେ କାର୍ ଟି ଗଡ଼ିବାରୁ କିଛି ମୋଟରସାଇକେଲ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏହାପରେ ମୋଟର ଚାଳକମାନେ ପ୍ରାଣ ବିକଳରେ...