ବୁରହାନ ୱାନି ହତ୍ୟାର ପ୍ରତିଶୋଧ ନେବାକୁ ଚାହୁଁଥିଲେ ଦିଲ୍ଲୀ ବୋମା ବିସ୍ଫୋରଣକାରୀ- ନୂଆଦିଲ୍ଲୀ,୨୫।୧୧: ଦିଲ୍ଲୀର ଲାଲ୍ କିଲ୍ଲା ନିକଟରେ କାର୍ ବୋମା ବିସ୍ଫୋରଣ କରିଥିବା ଡାକ୍ତରରୁ ଆତ୍ମଘାତୀ ଆତଙ୍କବାଦୀ ପାଲଟିଥିବା ଉମର ଉନ୍ ନବୀ ନିଜକୁ “ଏମିର୍” (ଶାସକ/ନେତା) ବୋଲି ପରିଚୟ ଦେଉଥିଲେ। ସେ ସୁରକ୍ଷା ବାହିନୀ ଦ୍ୱାରା ୨୦୧୬ରେ ନିହତ ହୋଇଥିବା...