ଭୁବନେଶ୍ୱର,୨୪ା୧୧: ଲୋକଙ୍କ ସେବକ ହେଇ କାମ କରିବାକୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମନ୍ତ୍ରୀ କଡ଼ା ତାଗିଦ କରିଛନ୍ତି।…