ଗୁଳି ଫୁଟୁ କି ବୋମା ପଡୁ ଭୟ ନାହିଁ, ବଡ଼ ଆକ୍ରମଣକୁ ରୋକିବ ଏହି ମୁଖ୍ୟମନ୍ତ୍ରୀଙ୍କ ବୁଲେଟ୍ପ୍ରୁଫ୍ ଗାଡ଼ି ପାଟ୍ନା,୨୭ା୪: ଦେଶରେ ଯେଉଁଭଳି ଭାବରେ ଆତଙ୍କବାଦୀଙ୍କ ଆକ୍ରମଣ ଘଟିଚାଲିଛି ଏଥିରୁ ରକ୍ଷା ପାଇବା ପାଇଁ ନେତାମନ୍ତ୍ରୀମାନେ ନିଜର ସୁରକ୍ଷା ଚିନ୍ତା କରୁଛନ୍ତି। ଖାସ୍ କରି ଏନେଇ ବିହାର ସରକାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନଙ୍କ...