ପାଣି ଟାଙ୍କି ଉପକୁ ଚଢିଗଲା ଷଣ୍ଢ, ତଳକୁ ଆଣିବାକୁ ପ୍ରଶାସନର ଅକଲ ଗୁଡୁମ୍ ଭଦ୍ରକ,୨୮।୮: ଭଦ୍ରକ ଜିଲାର ତିହିଡ଼ି ବ୍ଲକ ଅନ୍ତର୍ଗତ ତଳବନ୍ଧ ଗାଁରେ ଏକ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଗାଁର ପ୍ରାୟ ୫୦ ଫୁଟ୍ ଉଚ୍ଚତା ବିଶିଷ୍ଟ ଏକ ପାଣି ଟାଙ୍କିର ଉପରେ ଗୋଟିଏ ଷଣ୍ଢ ଫସିଯାଇଥିବା ଦେଖିବାକୁ ମିଳିଛି। ପ୍ରାୟ...