ଖସି ପଡ଼ିଲା ଇସଲାମିକ ସ୍କୁଲର ଛାତ, ୬୫ରୁ ଅଧିକ ଛାତ୍ର ଦବି ଯାଇଥିବା ଆଶଙ୍କା ଜାକର୍ତ୍ତା,୩୦।୯: ଇଣ୍ଡୋନେସିଆରେ ଏକ ଇସଲାମିକ ସ୍କୁଲ କୋଠା ଭୁଶୁଡ଼ି ପଡ଼ିଛି। ଏପି ରିପୋର୍ଟ ଅନୁଯାୟୀ, ଭଗ୍ନାବଶେଷ ତଳେ ଅତି କମରେ ୬୫ ଜଣ ଛାତ୍ର ଫସି ରହିଥିବା ଆଶଙ୍କା କରାଯାଉଛି। ଅଧିକାରୀମାନେ କହିଛନ୍ତି ଯେ ନିର୍ମାଣାଧୀନ କୋଠାଟି ସୋମବାର (୨୯...