୧୨ ମାସ ପରେ ଅଦ୍ଭୁତ ସଂଯୋଗ: ଏସବୁ ରାଶିର ଭାଗ୍ୟ ବଦଳାଇବେ ବୁଧ, ନୂଆ ଚାକିରି ସାଙ୍ଗକୁ ପ୍ରଚୁର ଧନଲାଭର ଯୋଗ… ବୈଦିକ ଜ୍ୟୋତିଷ ଅନୁସାରେ ବୁଧ ଗ୍ରହ ପ୍ରାୟ ୧ ମାସ ପରେ ରାଶି ପରିବର୍ତ୍ତନ କରିଥାନ୍ତି। ଏହାର ପ୍ରଭାବ ବିଶେଷକରି ବ୍ୟବସାୟ, ଶେୟାର ବଜାର ଏବଂ ଅର୍ଥବ୍ୟବସ୍ଥା ଉପରେ ଦେଖିବାକୁ ମିଳିଥାଏ। ଆସନ୍ତା ଅଗଷ୍ଟ ୩୦ରେ ବୁଧ ସିଂହ ରାଶିକୁ ଗୋଚର…