ଫେବୃଆରୀ ଶେଷ ଦିନରେ ଅସ୍ତ ହେବେ ବୁଧ, ୪ ରାଶିର ବ୍ୟକ୍ତିଙ୍କୁ ମିଳିବ ଜବରଦସ୍ତ ଆର୍ଥିକ ଲାଭ ବୁଧ ଗ୍ରହ ୨୮ ଫେବୃଆରୀ ୨୦୨୬ ରାତି ୧୦ଟା୦୯ ରେ କୁମ୍ଭ ରାଶିରେ ଅସ୍ତ ହେବ । ବୁଧଙ୍କ ଅସ୍ତ ଅନେକ ରାଶି ପାଇଁ ନକାରାତ୍ମକ ପ୍ରମାଣିତ ହେବା ସହିତ, କିଛି ରାଶିଙ୍କ ପାଇଁ ଏହା ବହୁତ ଲାଭଦାୟକ ହେବ। ବୁଧଙ୍କ…