ରନ ଓ୍ବେରୁ ଖସିଗଲା ବୁଦ୍ଧ ଏୟାରର ବିମାନ କାଠମାଣ୍ଡୁ,୪।୧: ଶୁକ୍ରବାର ରାତିରେ ନେପାଳର ଝାପା ଜିଲାର ଭଦ୍ରପୁର ବିମାନବନ୍ଦରରେ ଅବତରଣ କରିବା ସମୟରେ କାଠମାଣ୍ଡୁରୁ ଆସିଥିବା ବୁଦ୍ଧ ଏୟାରର ଏକ ବିମାନ ରନୱେରୁ ଖସିଯାଇଥିଲା। ସମସ୍ତ ୫୧ ଜଣ ଯାତ୍ରୀ ଏବଂ ଚାରି ଜଣ କ୍ରୁ ସଦସ୍ୟ ସୁରକ୍ଷିତ...