୪ ବର୍ଷ ପରେ BTS ର ଧମାକାଦାର ପ୍ରତ୍ୟାବର୍ତ୍ତନ: ଏହିଦିନ ରିଲିଜ୍ ହେବ ନୂଆ ଆଲବମ୍ ନୂଆଦିଲ୍ଲୀ,୨।୧: ବିଶ୍ୱପ୍ରସିଦ୍ଧ କେ-ପପ୍ ବୟ ବ୍ୟାଣ୍ଡ BTS ର ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖୁସି ଖବର। ଦୀର୍ଘ ୪ ବର୍ଷର ବ୍ୟବଧାନ ପରେ ଏହି ଲୋକପ୍ରିୟ ବ୍ୟାଣ୍ଡ ପୁଣିଥରେ ସଙ୍ଗୀତ ଦୁନିଆକୁ ଫେରୁଛି। ଆସନ୍ତା ୨୦ ମାର୍ଚ୍ଚ ୨୦୨୬ରେ...