Tag Archives: BSE secretary Changed

ବଦଳିଲେ BSE ସମ୍ପାଦକ, ନୂଆ ହେଲେ…

କଟକ,୨୦ା୯: BSE ସମ୍ପାଦକ ବଦଳିଛନ୍ତି। ସରୋଜ ବେହେରା ବିଏସ୍‌ଇର ନୂଆ ସମ୍ପାଦକ ହୋଇଛନ୍ତି। ST/SC ବିଭାଗ ଯୁଗ୍ମ ସଚିବ ଥିବା ସରୋଜଙ୍କୁ ବୋର୍ଡ ସମ୍ପାଦକ ଦାୟିତ୍ୱ ଦିଆଯାଇଛି। ସମ୍ପାଦକ ଦାୟିତ୍ୱରେ ଥିବା ସୋନିଆ ମିଶ୍ର ଅବକାରୀ ଅତିରିକ୍ତ କମିଶନର ହୋଇଛନ୍ତି।

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri