୬୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୨ ଯୁବକଙ୍କ ସହ ମହିଳା ଗିରଫ ଭୁବନେଶ୍ୱର,୧୭ା୧୦: ଦାମୀ କାର୍ରେ ଚାଲାଣ ହେଉଥିଲା ବ୍ରାଉନସୁଗାର। ଖବର ପାଇ ସ୍ପେଶାଲ କ୍ରାଇମ୍ ୟୁନିଟ୍ ଖୋର୍ଦ୍ଧାରୁ ୫୫୬ ଗ୍ରାମ୍ ବ୍ରାଉନସୁଗାର ଜବତ କରିଛି। ତେବେ ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୬୦ ଲକ୍ଷ ଟଙ୍କା ହେବ। ଉକ୍ତ ଘଟଣାରେ ଖୋର୍ଦ୍ଧାର...