Bronco Test କ’ଣ: ୬ ମିନିଟ୍ ଏହି କାମ ନ କଲେ ଟିମ୍ ଇଣ୍ଡିଆରେ ମିଳିବନି ସ୍ଥାନ ନୂଆଦିଲ୍ଲୀ,୨୧।୮: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ଖେଳାଳିଙ୍କ ଫିଟନେସ ପରୀକ୍ଷା କରିବା ପାଇଁ ଏକ ନୂତନ ନିୟମ ପ୍ରଚଳନ କରିଛି। ଏହି ନିୟମର ନାମ ହେଉଛି ବ୍ରୋଙ୍କୋ ଟେଷ୍ଟ। ଏହାକୁ ରଗ୍ବିରୁ କ୍ରିକେଟକୁ ନିଆଯାଇଛି। ଏହା ଖେଳାଳିଙ୍କ ଏରୋବିକ...