ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ିଗାର୍ଡ ହାତରେ ଥିବା Briefcase କ’ଣ? ଜାଣନ୍ତୁ ଏହା ପଛର କାହାଣୀ ନୂଆଦିଲ୍ଲୀ,୨।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେତେବେଳେ କୌଣସି ସାର୍ବଜନୀନ କାର୍ଯ୍ୟକ୍ରମରେ କିମ୍ବା ବିଦେଶ ଗସ୍ତରେ ଯୋଗ ଦିଅନ୍ତି, ତାଙ୍କ ସହିତ କଳା ସୁଟ ଏବଂ କଳା ଚଷମା ପିନ୍ଧିଥିବା ସୁରକ୍ଷା କର୍ମୀମାନେ ଥାଆନ୍ତି। ଏଥିମଧ୍ୟରୁ ଗୋଟିଏ ଯାହା ବିଶେଷ ଦୃଷ୍ଟି ଆକର୍ଷଣ…