AI: ଚେତାବନୀ ଦେଲେଣି ଏକ୍ସପର୍ଟ, ମଣିଷଙ୍କ ଭଳି ଏଆଇକୁ ହେଲା ରୋଗ! ‘ବ୍ରେନ୍ ରଟ’ର ଶିକାର ହୋଇ ୟୁଜର୍ସଙ୍କୁ ଦେଉଛି ଏଣୁତେଣୁ ଜବାବ ନୂଆଦିଲ୍ଲୀ,୨୬।୧୦: ‘ବ୍ରେନ୍ ରଟ’ ଶବ୍ଦଟି ଆଜିକାଲି ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଟ୍ରେଣ୍ଡ କରୁଛି। ଏହା ଏକ ମାନସିକ ଅବସ୍ଥାକୁ ବୁଝାଏ ଯାହା ସେତେବେଳେ ଘଟେ ଯେତେବେଳେ ଜଣେ ବ୍ୟକ୍ତି ନିରନ୍ତର ଖରାପ ଏବଂ ନିମ୍ନମାନର ଅନଲାଇନ ବିଷୟବସ୍ତୁ ବ୍ୟବହାର କରନ୍ତି,…