ରୁଷୀୟ ତୈଳରୁ ଭାରତରେ ବ୍ରାହ୍ମଣ ଲାଭବାନ ହେଉଛନ୍ତି: ନାଭାରୋ ଓ୍ବାଶିଂଟନ୍, ୨ା୯: ରୁଷିଆରୁ ତୈଳ କିଣୁଥିବାରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଭାରତୀୟ ସାମଗ୍ରୀ ଉପରେ ୫୦% ଟାରିଫ୍ ଲଗାଇଛନ୍ତି। ତେବେ ଏହି ପ୍ରସଙ୍ଗକୁ ନେଇ ହ୍ବାଇଟହାଉସ୍ର ବାଣିଜ୍ୟ ପରାମର୍ଶଦାତା ପିଟର ନାଭାରୋ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ରୁଷିଆ...