ବ୍ରହ୍ମପୁତ୍ର ନଦୀରେ ଚାଇନା ଆରମ୍ଭ କଲା ବିଶ୍ୱର ସବୁଠାରୁ ବଡ଼ ବନ୍ଧ ନିର୍ମାଣ କାର୍ଯ୍ୟ, ଭାରତ ପାଇଁ ହେବ କି ଅଡୁଆ? ଜାଣନ୍ତୁ… ବେଜିଂ,୧୯।୭: ଦକ୍ଷିଣ-ପୂର୍ବ ତିବ୍ଦତରେ ବ୍ରହ୍ମପୁତ୍ର ନଦୀ ଉପରେ ଚାଇନା ବିଶ୍ୱର ସର୍ବବୃହତ ନଦୀବନ୍ଧ ନିର୍ମାଣ ଆରମ୍ଭ କରିଛି। ଚାଇନା ଡିସେମ୍ବରରେ ଏହି ପ୍ରକଳ୍ପକୁ ମଞ୍ଜୁରୀ ଦେଇଥିଲା। ଚାଇନା ପ୍ରଧାନମନ୍ତ୍ରୀ ଲି କ୍ୱିଆଙ୍ଗ ଶିଳାନ୍ୟାସ ଉତ୍ସବରେ ଯୋଗଦେବା ପାଇଁ ପହଞ୍ଚିବାରୁ ଏହି...