ଭାରତ ବୁଲ୍ଡୋଜରରେ ନୁହେଁ, ଆଇନ ଦ୍ୱାରା ପରିଚାଳତ
ନୂଆଦିଲ୍ଲୀ,୩ା୧୦: ଭାରତର ମୁଖ୍ୟ ବିଚାରପତି (CJI) ବି.ଆର୍ ଗଭାଇ ଶୁକ୍ରବାର କହିଛନ୍ତି ଯେ, ଭାରତୀୟ ନ୍ୟାୟିକ ବ୍ୟବସ୍ଥା ବୁଲଡୋଜରର ଶାସନ ଦ୍ୱାରା ପରିଚାଳିତ ନୁହେଁ, ଆଇନର ଶାସନ ଦ୍ୱାରା ପରିଚାଳିତ। ମରିସସ୍ରେ ଏକ କାର୍ଯ୍ୟକ୍ରମରେ ଭାଷଣ ଦେଇ, ସେ ‘ବୁଲଡୋଜର...


