ସହିପାରିଲେନି, ବରଣମାଳା ସମୟରେ କନ୍ୟାକୁ ଗୁଳିମାଡ଼ କଲେ ପ୍ରେମିକ, ବିବାହ ମଣ୍ଡପରେ… ପାଟନା,୨୫ା୨: ବିହାର ବକ୍ସର ଜିଲାର ମୁଫସିଲ ଥାନା ଅଞ୍ଚଳର ଚୌସାର ମଲ୍ଲାହ ଟୋଲିରେ ବିବାହ ଉତ୍ସବ ହଠାତ୍ ଦୁଃଖରେ ପରିଣତ ହୋଇଗଲା। ମଞ୍ଚରେ ବରଣମାଳା ସମାରୋହ ଚାଲିଥିଲା ବେଳେ ପ୍ରେମିକ ମଞ୍ଚ ଉପରେ ହିଁ କନ୍ୟାକୁ ଗୁଳି କରିଥିଲେ । ଗୁଳି…